The 50-year-old school will get
its own playground. It took 2 years and 3 months of hard work but there were many lessons in this work:-
4
1- No one's permission is needed for good work.
2-What children can do, no other....... in the world can do.
3-You have to Hearing impaired and blind till the job is done because the resistance is of many types.....
୫୦ବର୍ଷର ବିଦ୍ୟାଳୟ ତା ନିଜସ୍ବ ଖେଳ ପଡ଼ିଆ ପାଇବ । ଲାଗିଲା ୨ବର୍ଷ ଓ ୩ମାସର କଠିନ ପରିଶ୍ରମ କିନ୍ତୁ ବହୁତ କିଛି ଶିକ୍ଷା ଥିଲା ଏଇ କାମରେ :- ୧-ଭଲକାମ ପାଇଁ କାହାର ଅନୁମତିର ଆବଶ୍ଯକତା ନ ଥାଏ । ୨-ଯେଉଁକାମ ପିଲାମାନେ କରିପାରିବେ, ଦୁନିଆର ଅନ୍ୟ କୌଣସି....... କରିପାରିବ ନାହିଁ।
୩-କାମ ସରିବା ପର୍ଯ୍ୟନ୍ତ କାଲା ଓ ଅନ୍ଧ ହେବାକୁ ପଡିବ କାରଣ ଵିରୋଧ ଅନେକ ପ୍ରକାରର.....
୪-ସରିବା ପରେ ସମସ୍ତେ କହିବେ ମୁଁ କଲି, ଯାହାକି ଏକ ଭଲ ସଂକେତ......
Post a Comment